Parmarth Parichay

Parmarth Parichay

ପରମାର୍ଥ ପରିଚୟ

ପ୍ରସ୍ତୁତ ପୁସ୍ତକଟି ଆମକୁ ଆଧ୍ୟାତ୍ମିକତା ସହିତ ପରିଚୟ କରାଏ। ସମସ୍ତ ସନ୍ଥ ଏହାର ସର୍ବସମ୍ମତ ଶିକ୍ଷା ଦିଅନ୍ତି। ପୁସ୍ତକଟି ଆରମ୍ଭରେ ଆମର ବର୍ତ୍ତମାନ ସ୍ଥିତିର ଚର୍ଚ୍ଚା କରେ ଏବଂ ପରେ ଅନେକ ବିଷୟ ଉପରେ ଆଲୋକପାତ କରେ, ଯେପରିକି କର୍ମଫଳ, ମୃତ୍ୟୁ, ପୁନର୍ଜନ୍ମ, ଆମର ବାସ୍ତବିକ ଆତ୍ମିକ ସ୍ଵରୂପ, ସେହି ଅନନ୍ତ ଅସୀମ ପ୍ରଭୁ,ଏକ ଆଧ୍ୟାତ୍ମିକ ଗୁରୁଙ୍କର ଆବଶ୍ୟକତା, ଶାକାହାର, ନୈତିକ ଜୀବନ, ଆନ୍ତରିକ ଅଭ୍ୟାସ ଏବଂ ପ୍ରଭୁପ୍ରାପ୍ତିର ଠିକ୍ ମାର୍ଗ ଅଛି।

This book provides an introduction to the subject of spirituality, the common teachings of all mystics. It starts by addressing our current situation as human beings and covers such topics as the consequences of our actions, death, reincarnation, our true spiritual nature, the boundless infinite, the need for a spiritual teacher, vegetarianism, leading an honest life, meditation, and the path to God-realization.

Format Paperback, 104 Pages
Edition 1st, 2012
ISBN 978-81-8466-181-1
Item Code OR-182-0
$5.00 USD including shipping
Approx. €4.63 EUR • £3.85 GBP
Copies:
Please review our ordering & shipping information prior to purchase.
Parmarth Parichay by Hector Esponda
Other Language Editions