Haun Jeevaan Naam Dhiaa'e

Haun Jeevaan Naam Dhiaa'e

ନାମ ସୁମରି ଯାଉ ଜୀବ

ଆତ୍ମିକ ଅଭ୍ୟାସ ଭଜନସ୍ମରଣହିଁ ମୃତ୍ୟୁ ଉପରେ ବିଜୟଲାଭ କରିବା,ଅହଂକୁ ଦୂର କରିବା ଏବଂ ଆତ୍ମାର ଶକ୍ତିକୁ ଜାଗ୍ରତ କରିବାର ଏକମାତ୍ର ଉପାୟ। ଆତ୍ମିକ ଅଭ୍ୟାସ ଓ ତା'ର ଆନନ୍ଦରେ ଲୀନ ହୋଇ ଜୀବନ ବିତାଇବା ପାଇଁ ଏହି ପୁସ୍ତକଟି ଆମ ସମ୍ମୁଖରେ ଏକ କ୍ରିୟାତ୍ମକ ଦିଗ ରଖେ। ଏହା ପ୍ରେରଣା ଦିଏ ଯେ ଆମେ କିପରି କଥାରୁ କାର୍ଯ୍ୟଆଡକୁ ଏବଂ ଧାରଣାରୁ ଅନୁଭବ ଆଡକୁ ପାଦ ବଢାଇବା। ଏହାଦ୍ଵାରା ଆମେ ସେହି ଯାତ୍ରା ଆରମ୍ଭ କରିପାରିବା,ଯାହା ଆମକୁ ତନୁ ଓ ମନର ସୀମାଗୁଡିକରୁ ଯଥେଷ୍ଟ ଆଗକୁ ନେଇଯିବ।

The only way to conquer death - to die to the ego's needs and awaken the power of the soul - is the practice of meditation. This book provides a practical, no-nonsense approach to living a life dedicated to the work and joy of meditation. It shows us how to move from talk to action, from concept to experience, so that we can undertake the journey that will transcend body and mind.

Format Paperback, 168 Pages
Edition 1st. 2009
ISBN 978-93-88733-92-2
Item Code OR-203-0
$6.00 USD including shipping
Approx. €5.55 EUR • £4.62 GBP
Copies:
Please review our ordering & shipping information prior to purchase.
Haun Jeevaan Naam Dhiaa'e by Hector Esponda
Other Language Editions