Atam Gyan

Atam Gyan

ଆତ୍ମଜ୍ଞାନ

ଏହି ପୁସ୍ତକରେ 1948 ରୁ 1951 ମସିହା ମଧ୍ୟରେ ମହାରାଜ ଜଗତ୍ ସିଂହଙ୍କଦ୍ଵାରା ଦିଆଯାଇଥିବା ସନ୍ଥମତର ବ୍ୟାଖ୍ୟାକୁ ପ୍ରସ୍ତୁତ କରାଯାଇଛି। ପୁସ୍ତକରେ ତାଙ୍କର ସାତଟି ସତ୍‍ସଂଗର ପୂର୍ଣ୍ଣ ବିବରଣୀ ଅଛି ଏବଂ 18ଟି ସତ୍‍ସଂଗରୁ ବଛାଯାଇଥିବା ବଚନଗୁଡିକୁ ସାମିଲ କରାଯାଇଛି। ସେ ରସାୟନ ଶାସ୍ତ୍ରର ପ୍ରଫେସର ଥିଲେ, ଏଣୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦିଆଯାଇଥିବା ତାଙ୍କର ସତ୍‍ସଂଗଗୁଡିକ ସଂକ୍ଷିପ୍ତ ଓ ସ୍ପଷ୍ଟ ଥିଲା। ଏଥିରେ ସତ୍‍ସଂଗୀ ଏବଂ ଜିଜ୍ଞାସୁ ମାନଙ୍କୁ ଲେଖାଯାଇଥିବା ପତ୍ରଗୁଡିକର ଅଂଶ ମଧ୍ୟ ଅଛି ତଥା ବାର୍ତ୍ତାଳାପରୁ ବଛାଯାଇଥିବା ତାଙ୍କର ବଚନ ଗୁଡିକର ସଂଗ୍ରହକୁ ମଧ୍ୟ 'ରୁହାନୀ ଗୁଲ୍‍ଦସ୍ତା' ରୂପେ ଦିଆଯାଇଛି। ମହାରାଜ ଜଗତ୍ ସିଂହଙ୍କର ବଚନଗୁଡିକରୁ ତାଙ୍କର ପ୍ରେମ ତଥା ସଂବେଦନଶୀଳତା ପ୍ରକଟ ହୁଏ ଏବଂ ଜଣାପଡେ ଯେ ସେ ଉଚ୍ଚସ୍ତରର ଆଧ୍ୟାତ୍ମିକ ନିର୍ମଳତା ଉପରେ ବହୁତ ଜୋର୍ ଦେଉଥିଲେ। ସଦ୍‍ଗୁରୁ, ଆତ୍ମାର ଅବତରଣ ଏବଂ ତା'ର ନିଜଘରକୁ ଫେରିଯିବାର ଉପାୟ ବିଷୟରେ ତାଙ୍କର ବଚନଗୁଡିକ ବହୁତ ପ୍ରଭାବଶାଳୀ।

This book presents the Sant Mat teachings of Maharaj Jagat Singh between 1948 and 1951. A chemistry professor by profession, Maharaj Jagat Singh's spiritual discourses were succinct, scientific, and forthright. Seven of these are presented in their entirety along with excerpts from 18 others. Also included are his selected letters to foreign disciples, axioms of spirituality, and notes from his conversations. Maharaj Jagat Singh's words reveal his great love and compassion as well as his insistence on the highest level of spiritual purity. He speaks vividly about the Masters, the downfall of the soul, and how the soul can return to its home.

Format Paperback, 224 Pages
Edition 1st, 1999
ISBN 978-93-47312-41-0
Item Code OR-002-0
$6.00 USD including shipping
Approx. €5.55 EUR • £4.62 GBP
Copies:
Please review our ordering & shipping information prior to purchase.
Atam Gyan by Maharaj Jagat Singh
Other Language Editions