Atma ka Safar
ଆତ୍ମାର ଯାତ୍ରାଶିଶୁମାନଙ୍କ ପାଇଁ ଲେଖାଯାଇଥିବା ରଙ୍ଗବେରଙ୍ଗୀ ଚିତ୍ରଗୁଡିକରେ ସୁସଜ୍ଜିତ ଏହି ପୁସ୍ତକରେ ସୃଷ୍ଟିର ଆରମ୍ଭରେ ଆତ୍ମାଗୁଡିକର ନିଜର ଦିବ୍ୟସ୍ରୋତରୁ ବିଚ୍ଛିନ୍ନ ହେବାର କାହାଣୀ ଅଛି। ବିନ୍ଦୁ ରୂପରେ ଦର୍ଶାଯାଇଥିବା ଆତ୍ମାଗୁଡିକୁ ପ୍ରେମର ଦିବ୍ୟ ଆଲୋକମୟ ସାଗରରୁ କାଢି ସୃଷ୍ଟିକୁ ପଠାଯାଇଛି, ଯେଉଁଠି ସେମାନେ ଶରୀର ଧାରଣ କରିଛନ୍ତି ଏବଂ ଜୀବନର ଚକ୍ରର ଅଂଶ ହୋଇଛନ୍ତି। ପୁସ୍ତକରେ ଚିତ୍ରଗୁଡିକ ମାଧ୍ୟମରେ ବୁଝାଇ ଦିଆଯାଇଛି ଯେ ଆମେ ସମସ୍ତେ ଗୋଟିଏ ପିତାର ସନ୍ତାନ। ଏଣୁ ଆମେ ପରସ୍ପରକୁ ତଥା ସମସ୍ତ ଜୀବଙ୍କୁ ପ୍ରେମ କରିବା ଉଚିତ। ଏହି ସଂଦେଶ ଦେଇ କାହାଣୀକୁ ସମାପ୍ତ କରାଯାଇଛି ଯେ 'ପରମେଶ୍ଵର ଦୟା ଓ ପ୍ରେମରେ ପରିପୂର୍ଣ୍ଣ ନିଜର ପରମଶକ୍ତିକୁ' ସଦ୍ଗୁରୁ ରୂପେ ସଂସାରକୁ ପଠାଇ ଆମକୁ ନିଜର ଅସଲ ଘର ବିଷୟରେ ସଚେତନ କରନ୍ତି। ପଥପ୍ରଦର୍ଶନ କରି ଆମକୁ ସେହି 'ଆଲୋକର ମହାସାଗର'କୁ ନେଇଯାନ୍ତି। ସେଠାରେ ବିଲୀନ ହୋଇ ଆତ୍ମାରୂପକ ବିନ୍ଦୁଗୁଡିକ ଚିରଦିନ ପାଇଁ ସୁଖଶାନ୍ତି ଓ ଆନନ୍ଦରେ ରହନ୍ତି।This colourfully illustrated picture book for young children graphically tells the story of the soul's separation from its divine source at the time of the creation. The souls, illustrated as individual drops, are sent out from the divine ocean of love into the creation, take on bodies, and become part of the cycle of life. The book illustrates how we are all children of the same Father and that we should love one another and all of God's creation. It ends by explaining how God sends "his own Great Power, mercy and Love" into the world in the form of a Master to awaken us to our true home and guide us back into "the Ocean of Light", where the drops merge back and live in "happiness, peace and bliss…forever and ever". English: Journey of the Soul, TheAuthor: Victoria Parker Jones Category: Books for Children Format: Hardcover, 52 Pages Edition: 1st. 2005 ISBN: 978-81-8466-221-4 RSSB: OR-197-0 Price: USD 9 including shipping. Estimated price: EUR 8.52, GBP 7.39 |