Sant Marg

ସନ୍ଥମାର୍ଗ

ଏହି ପୁସ୍ତକଟି ଅତି ସୁନ୍ଦର ଢଙ୍ଗରେ ସନ୍ଥମତର ପରିଚୟ ପ୍ରଦାନ କରେ। ଏଥିରେ ମହାରାଜ ଚରଣ ସିଂହ ମହାଶୟଙ୍କଦ୍ୱାରା ସନ୍ଥମାନଙ୍କର ଶିକ୍ଷାର ମୌଳିକ ସିଦ୍ଧାନ୍ତ ଉପରେ ଦିଆ ଯାଇଥିବା ସଂପୂର୍ଣ୍ଣ ତଥା ସ୍ପଷ୍ଟ ବ୍ୟାଖ୍ୟା କରାଯାଇଛି। ପୁସ୍ତକରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସନ୍ଥମାନଙ୍କର ରଚନା ଗୁଡିକରୁ ସଂଗୃହୀତ ଅନେକ ଉଦ୍ଧରଣଦ୍ୱାରା ଦର୍ଶାଯାଇଛି ଯେ ଆଧ୍ୟାତ୍ମିକ ସତ୍ୟ ସଂସାରର ସମସ୍ତଙ୍କ ପାଇଁ ସମାନ।

This brief volume, is an excellent introduction to Sant Mat. It contains Maharaj Charan Singh's thorough and clear explanation of all the basic principles of the teaching of the Saints. Numerous quotations from the writings of both Eastern and Western mystics demonstrate the universality of these spiritual truths.

English: Path, The
Author: Maharaj Charan Singh
Category: RSSB Tradition: The Masters
Format: Paperback, 120 Pages
Edition: 4th, 2004
ISBN: 978-81-8466-539-0
RSSB: OR-024-0

Price: USD 5 including shipping.
Estimated price: EUR 4.73, GBP 4.11
Copies: 1 2 3 4 (maximum)

Before placing your order, please read this important information.

Other Language Editions