Prabhat Ka Prakash

Prabhat Ka Prakash

ପ୍ରଭାତର ପ୍ରକାଶ

ମହାରାଜ ସାବନ ସିଂହ ମହାଶୟଙ୍କୁ ସଂଗତ ପ୍ରେମର ସହିତ ବଡ ମହାରାଜଜୀ କହନ୍ତି। ଏହି ପୁସ୍ତକଟି ସେ 1911 ରୁ 1934 ମଧ୍ୟରେ ନିଜର ପ୍ରଥମ ଆମେରିକୀୟ ଶିଷ୍ୟମାନଙ୍କୁ ଲେଖିଥିବା ପତ୍ରଗୁଡିକରୁ ବଛା ହୋଇଥିବା ଅଂଶଗୁଡିକର ସଂଗ୍ରହ। ଏହା ସଂଗେ ସଂଗେ ଏଥିରେ ଆମେରିକାରେ ସନ୍ଥମତର ବିକାଶର ସଂକ୍ଷିପ୍ତ ଇତିହାସ ଏବଂ ସନ୍ଥମାନଙ୍କର ଶିକ୍ଷାର ସାରକୁ ମଧ୍ୟ ସାମିଲ କରାଯାଇଛି। ସେଠାରେ ନୂତନ ଶିଷ୍ୟମାନଙ୍କର ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ସନ୍ଥମତର ପୁସ୍ତକଗୁଡିକ ମିଳୁନଥିବା ସମୟରେ ତଥା ବହୁତ କମ୍ ଶିଷ୍ୟଙ୍କୁ ସଦ୍‍ଗୁରୁଙ୍କର ବ୍ୟକ୍ତିଗତ ରୂପରେ ମିଳନର ସୁଯୋଗ ମିଳୁଥିବା ସମୟରେ ଏହି ପତ୍ରଗୁଡିକ ଲେଖା ଯାଇଥିଲା। ପ୍ରେମ ଓ ବ୍ୟାବହାରିକ ଜ୍ଞାନରେ ପରିପୂର୍ଣ୍ଣ ଏହି ପତ୍ରଗୁଡିକରେ ସନ୍ଥମାନଙ୍କର ଶିକ୍ଷାର ସମସ୍ତ ଦିଗ, ଆତ୍ମିକ ଯାତ୍ରା ଓ ସତ୍‍ସଂଗୀର ଜୀବନଯାପନର ବିସ୍ତୃତ ବର୍ଣ୍ଣନା ରହିଛି।

Consisting mainly of letters written between 1911 and 1934 by Maharaj Sawan Singh to his first American disciples, this volume also contains a brief history of Sant Mat in America and a concise summary of the Sant Mat teachings. The letters were written at a time when there were no Sant Mat books to provide guidance and inspiration for those early disciples, very few of whom had the opportunity to meet their Master in person. Full of affection and practical wisdom, the letters explain all aspects of the teachings and give detailed descriptions of the inner journey and the way of life required of the devotee. 

Format Paperback, 264 Pages
Edition 1st, 2012
ISBN 978-81-8466-180-4
Item Code OR-016-0
$8.00 USD including shipping
Approx. €7.40 EUR • £6.16 GBP
Copies:
Please review our ordering & shipping information prior to purchase.
Prabhat Ka Prakash by Maharaj Sawan Singh
Other Language Editions