Ek Noor Te Sab Jag Upajeyaa
Ek Noor Te Sab Jag Upajeyaa
ଜ୍ୟୋତି ଏକ ଦୀପ ଅନେକ
ପ୍ରତ୍ୟେକ ଆୟୁର ଶିଶୁମାନଙ୍କ ପାଇଁ ଲେଖାଯାଇଥିବା ଏହି ପୁସ୍ତକରେ ରଙ୍ଗିନ୍ ଚିତ୍ରଗୁଡିକଦ୍ୱାରା ଦେଖାଇ ଦିଆଯାଇଛି ଯେ ପରମପିତା ପରମାତ୍ମା ଗୋଟିଏ ଶିଶୁ ଆତ୍ମାକୁ ଜନ୍ମ ହେବାର କିଛି ସମୟ ପୂର୍ବରୁ ଏକ ଅଦ୍ଭୁତ ଯାତ୍ରାରେ ନେଇଯାନ୍ତି। ଏହି ଯାତ୍ରା ମଧ୍ୟରେ ପରମାତ୍ମା ଅତି ପ୍ରେମର ସହିତ ଆତ୍ମାକୁ ସଂସାରର ଲୋକମାନଙ୍କୁ ବାଣ୍ଟିବା ପାଇଁ ପାଂଚଟି ଅମୂଲ୍ୟ ଉପହାର ଦିଅନ୍ତି। ତାହା ଏହି ସତ୍ୟକୁ ସ୍ପଷ୍ଟ କରେ ଯେ ସୃଷ୍ଟିର ଅନେକ ପଦାର୍ଥ ତଥା ଜୀବମାନଙ୍କ ମଧ୍ୟରେ ସେହି ଏକ ଦିବ୍ୟ ପରମାତ୍ମା ଭରି ରହିଛନ୍ତି।In this full-color illustrated storybook for children of all ages, the Lord takes a soul, about to be born, on a wondrous spiritual journey. The Lord lovingly gives the soul five precious gifts to share with the people of the world, that reveal the divine principle of oneness behind the myriad divisions of all creation.
Format
Hardcover, 48 Pages
Edition
1st. 2010
ISBN
978-81-8466-061-6
Item Code
OR-219-0
$9.00 USD
including shipping
Approx. €8.33 EUR • £6.93 GBP
Please review our ordering & shipping information prior to purchase.
Other Language Editions