Parmarthi Pattar I

Parmarthi Pattar I

ପରମାର୍ଥୀ ପତ୍ର ଭାଗ 1

ଏହି ପୁସ୍ତକରେ ବାବା ଜୈମଲ ସିଂହଙ୍କର ପତ୍ରଗୁଡିକର ଅନୁବାଦ ଅଛି। ତାହା ସେ ନିଜର ଶିଷ୍ୟ ଏବଂ ଉତ୍ତରାଧିକାରୀ ହେବାକୁ ଥିବା ହଜୁର ମହାରାଜ ସାବନ ସିଂହଙ୍କୁ ଲେଖିଥିଲେ। ଏହି ପତ୍ରଗୁଡିକରୁ ପାଠକମାନଙ୍କୁ ସେହି ଦୁର୍ଲଭ ଜ୍ଞାନ ମିଳେ ଯେ ଜଣେ ମହାନ୍ ସନ୍ଥ ଅନ୍ୟ ଜଣେ ମହାନ୍ ସନ୍ଥଙ୍କୁ ପ୍ରସ୍ତୁତ କରନ୍ତି କିପରି। ଏହି ପତ୍ରଗୁଡିକ 1896 ରୁ 1903 ମଧ୍ୟରେ ଲେଖଯାଇଥିଲା। ସେତେବେଳେ ମହାରାଜ ସାବନ ସିଂହ ମହାଶୟ ସରକାରୀ ଚାକିରିରେ ଥିଲେ। ଏଗୁଡିକ ଦ୍ଵାରା ବାବାଜୀ ମହାରାଜ ସାବନ ସିଂହ ମହାଶୟଙ୍କର ଜୀବନର ପ୍ରତ୍ୟେକ ଦିଗ ଉପରେ ପରାମର୍ଶ ମଧ୍ୟ ଦେଇଛନ୍ତି ଏବଂ ଅଭ୍ୟାସୀର ଜୀବନଯାପନ ତଥା ଭଜନସ୍ମରଣ ପାଇଁ ବିଶେଷ ପରାମର୍ଶଗୁଡିକ ସହିତ ପ୍ରେରଣା ମଧ୍ୟ ଦେଇଛନ୍ତି। ଏହି ପତ୍ରଗୁଡିକରେ ଲେଖାଯାଇଥିବା କଥାଗୁଡିକୁ ବିଶେଷ ଭାବରେ ସେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ମହାରାଜ ସାବନ ସିଂହଙ୍କ ପାଇଁହିଁ ଲେଖିଥିଲେ କିନ୍ତୁ ଏଗୁଡିକ ମଧ୍ୟରୁ ଅନେକ କଥାରୁ ସମସ୍ତ ସତ୍‍ସଂଗୀ ମଧ୍ୟ ଲାଭ ଉଠାଇପାରିବେ।

This book gives the reader a rare look into the spiritual grooming of one great saint by another and contains translations of letters written by Baba Jaimal Singh Maharaj to his disciple and successor, Maharaj Sawan Singh. Covering the period 1896-1903, when Maharaj Sawan Singh was still in government service, these letters contain personal advice as well as specific instructions and encouragement in matters of meditation and the spiritual way of life, from which all disciples and spiritual seekers can benefit. 

Format Paperback, 228 Pages
Edition 1st, 2012
ISBN 978-81-8466-192-7
Item Code OR-216-0
$8.00 USD including shipping
Approx. €7.40 EUR • £6.16 GBP
Copies:
Please review our ordering & shipping information prior to purchase.
Parmarthi Pattar I by Baba Jaimal Singh
Other Language Editions