Parmarthi Sakhian
ଆଧ୍ୟାତ୍ମିକ କାହାଣୀ ମାଳାଏହି ପୁସ୍ତକଟି ମହାରାଜ ସାବନ ସିଂହଙ୍କଦ୍ଵାରା ସତ୍ସଂଗଗୁଡିକରେ କହାଯାଇଥିବା କାହାଣୀଗୁଡିକର ସଂଗ୍ରହ। ଏହି କାହାଣୀଗୁଡିକୁ ଭାରତ, ଇରାନ୍, ଆରବ ଓ ପ୍ରାଚ୍ୟର ଅନ୍ୟ ଦେଶଗୁଡିକର ପାରମାର୍ଥିକ ସାହିତ୍ୟଗୁଡିକରୁ ନିଆଯାଇଛି। ପ୍ରତ୍ୟେକ କାହାଣୀ ଏକ ବିଶେଷ ଆଧ୍ୟାତ୍ମିକ ସତ୍ୟକୁ ଉନ୍ମୋଚନ କରେ ବା ସଦାଚାରର ଏକ ଉଦାହରଣ ପ୍ରସ୍ତୁତ କରେ। କିଛି କାହାଣୀ ହାସ୍ୟ ରସରେ ପୂର୍ଣ୍ଣ। ଏହା ଆମର ମୂର୍ଖତାକୁ ପ୍ରକଟ କରେ। ଅନ୍ୟ ପକ୍ଷରେ ଅନ୍ୟ କାହାଣୀଗୁଡିକ ଆମର କର୍ମର ପ୍ରଭାବ, ସନ୍ଥମାନଙ୍କର ନିର୍ମଳତା ଏବଂ ସେମାନଙ୍କର ସଂଗତିରୁ ମିଳୁଥିବା ଲାଭ ବିଷୟରେ ଉଲ୍ଲେଖ କରେ। ନୂତନ ସଂସ୍କରଣରେ ରାଧାସ୍ଵାମୀ ସତ୍ସଂଗ ବ୍ୟାସର ସଦ୍ଗୁରୁମାନଙ୍କର ଜୀବନ ସମ୍ବନ୍ଧୀୟ କାହାଣୀଗୁଡିକ ମଧ୍ୟ ସାମିଲ ହୋଇଛି। ପ୍ରତ୍ୟେକ କାହାଣୀର ଆରମ୍ଭ ବିଶ୍ୱର ଆଧ୍ୟାତ୍ମିକ ସାହିତ୍ୟଗୁଡିକରୁ ନିଆଯାଇଥିବା ଏକ ଉଦାହରଣରୁ ଆରମ୍ଭ ହୁଏ।A collection of stories or parables narrated by Maharaj Sawan Singh in his discourses that are drawn from the mystic literature of India, Iran, Arabia, and other Eastern countries. Each story illustrates a particular spiritual truth or example of conduct. Some of the stories are humorous, relating to our follies in life; others relate to the karmic implications of our actions, to the purity of the saints and the benefit of their company. This edition also includes stories drawn from the lives of the saints in the Radha Soami Beas line. Stories are introduced with quotations from the world's spiritual literature.English: Tales of the Mystic EastAuthor: Maharaj Sawan Singh Category: Mysticism in World Religions Format: Paperback, 272 Pages Edition: 2nd. 2002 ISBN: 978-93-89810-03-5 RSSB: OR-018-0 Price: USD 8 including shipping. Estimated price: EUR 7.57, GBP 6.57 |