Hansa Hira Moti Chugna
ସାତ୍ତ୍ଵିକ ଆହାରଏହି ପୁସ୍ତକଟି ଅନେକ ଲେଖାର ଗୋଟିଏ ସଂକଳନ। ଏହା ଏକଥା ଉପରେ ଗୁରୁତ୍ଵ ଦିଏ ଯେ ଆଧ୍ୟାତ୍ମିକତାର ବିକାଶ ପାଇଁ ସମସ୍ତ ଧାର୍ମିକ ପରଂପରାଗୁଡିକ ଶାକାହାରକୁ ଏକ ଆବଶ୍ୟକ ଅଙ୍ଗ ମନେ କରିଛନ୍ତି। ଏହି ତଥ୍ୟକୁ ପୁଷ୍ଟି କରିବା ପାଇଁ ଶିଖ୍, ଖ୍ରୀଷ୍ଟିୟାନ, ଇସ୍ଲାମ୍ ତଥା ବୌଦ୍ଧ ପରଂପରାଗୁଡିକରୁ ଉଦାହରଣ ଦିଆଯାଇଛି। ଜୀବନର ଭିନ୍ନଭିନ୍ନ ବିଷୟରେ ପ୍ରସିଦ୍ଧ ମହାନ୍ ବ୍ୟକ୍ତିମାନଙ୍କର ଉଦାହରଣ ମଧ୍ୟ ଦିଆଯାଇଛି। ତାହା ଏହି ଦିଗକୁ ଜୀବନ୍ତ କରେ। ଏହି ପୁସ୍ତକରେ ଶିଖ୍ ଓ ଖ୍ରୀଷ୍ଟଧର୍ମର ଗ୍ରନ୍ଥଗୁଡିକରେ ଥିବା ମଦ୍ୟ ପାନର ନିଷେଧ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। This book is a compilation of essays intended to drive home the point that vegetarianism has been an inherent requirement of spiritual progress in all religious traditions. This argument is substantiated by quotes and passages from the scriptures of the Sikh, Christian, Muslim, Buddhist and other traditions. Quotations from well-known personalities in different walks of life add to the argument. The book also touches on the prohibition of alcohol in the Christian and Sikh scriptures. Author: Dr. T. R. ShangariCategory: RSSB Tradition: Other Authors Format: Paperback, 204 Pages Edition: 1st, 2007 ISBN: 978-81-8256-758-0 RSSB: OR-009-0 Price: USD 8 including shipping. Estimated price: EUR 7.57, GBP 6.57 |