Amrit Vachan
ଅମୃତ ବଚନଏହି ପୁସ୍ତକରେ ବାବା ଜୈମଲ ସିଂହ ମହାରାଜ (1839-1903), ମହାରାଜ ସାବନ ସିଂହ (1858-1948), ମହାରାଜ ଜଗତ ସିଂହ (1884-1951) ଓ ମହାରାଜ ଚରଣ ସିଂହ (1916-1990) ମହାଶୟଙ୍କର ସତ୍ସଂଗ ଓ ବାର୍ତ୍ତାଳାପଗୁଡିକରୁ ବଛାଯାଇଥିବା ବଚନଗୁଡିକୁ ସାମିଲ କରାଯାଇଛି। ଏହା ସନ୍ଥମତର ଶିକ୍ଷାର ଏକ ଆଧ୍ୟତ୍ମିକ ପୁଷ୍ପଗୁଚ୍ଛ। ଏହି ଉପଦେଶଗୁଡିକ ଅନୁସାରେ ମନୁଷ୍ୟକୁ ନିଜର ବ୍ୟାବହାରିକ ଜୀବନକୁ ଠିକ୍ ମାର୍ଗରେ ପ୍ରବର୍ତ୍ତିତ କରିବାରେ ସାହାଯ୍ୟ ମିଳେ।This book is a spiritual bouquet, as it contains extracts from the conversations and discourses of four great saints — Baba Jaimal Singh (1839-1903), Maharaj Sawan Singh (1858-1948), Maharaj Jagat Singh (1884–1951), and Maharaj Charan Singh (1916-1990). It contains the essence of Sant Mat teachings and conveys practical means on how to mould one’s life to live up to these teachings. Author: Baba Jaimal Singh, Maharaj Sawan Singh, Maharaj Jagat Singh, Maharaj Charan SinghCategory: RSSB Tradition: The Masters Format: Paperback, 144 Pages Edition: 1st. 1999 ISBN: 978-81-8466-472-0 RSSB: OR-173-0 Price: USD 5 including shipping. Estimated price: EUR 4.73, GBP 4.11 |