Paras Se Paras
Paras Se Paras
ସାଧୁସଂଗତେ ସାଧୁଗତି
ଏହି ପୁସ୍ତକଟି ହଜୁର ମହାରାଜ ଚରଣ ସିଂହ ମହାଶୟଙ୍କର ଡେରା ବାବା ଜୈମଲ ସିଂହ, ବ୍ୟାସ, ପଂଜାବରେ ବିଦେଶୀ ଅତିଥିମାନଙ୍କ ସହିତ ହୋଇଥିବା ଚର୍ଚ୍ଚାଗୁଡିକ ଉପରେ ଆଧାରିତ। ପୁସ୍ତକରେ ମହାରାଜ ସାବନ ସିଂହ ଓ ମହାରାଜ ଜଗତ୍ ସିଂହ ମହାଶୟଙ୍କ ସାଥିରେ ତାଙ୍କର ମଧୁର ସ୍ମୃତିଗୁଡିକୁ ସାମିଲ କରାଯାଇଛି। ଏଥିରେ ବାବା ଜୈମଲ ସିଂହ ଓ ମହାରାଜ ସାବନ ସିଂହ ମହାଶୟଙ୍କର ପ୍ରେମପୂର୍ଣ୍ଣ ଗୁରୁଶିଷ୍ୟ ସମ୍ବନ୍ଧ ତଥା ବବାଜୀଙ୍କର ଅନ୍ୟ କିଛି ଶିଷ୍ୟଙ୍କର ଉଲ୍ଲେଖ ମଧ୍ୟ କରାଯାଇଛି। ସନ୍ଥମତର ପରଂପରା ଏବଂ ସନ୍ଥମତର ବ୍ୟାପକତା ତଥା ଡେରାର ବିକାଶ ସମ୍ବନ୍ଧରେ ହୋଇଥିବା କଥାବାର୍ତ୍ତାର ବିବରଣୀକୁ ମଧ୍ୟ ସାମିଲ କରାଯାଇଛି। ହଜୁର ମହାରାଜଜୀ ମୌଳିକ ଆଧ୍ୟାତ୍ମିକ ସତ୍ୟଗୁଡିକୁ ଦୃଷ୍ଟାନ୍ତ ଓ କାହାଣୀଗୁଡିକ ମାଧ୍ୟମରେ ବୁଝାଇଛନ୍ତି। ତାଙ୍କର ବୁଝାଇବା ଢଙ୍ଗରେ ବିବେକ, କୋମଳତା ଓ ବିନୋଦଶୀଳତା ସୁନ୍ଦର ସମ୍ମିଶ୍ରଣ ଦେଖିବାକୁ ମିଳେ।This book is based on transcriptions of meetings with foreign guests at the Dera Baba Jaimal Singh, located in Beas, Punjab, India. During the meetings, Maharaj Charan Singh reminisces about his life with Maharaj Sawan Singh and Maharaj Jagat Singh; he reflects on the development of the Dera, the relationship of Baba Jaimal Singh with Maharaj Sawan Singh, some early disciples, the Sant Mat tradition, and the universality of the spiritual path. Using a conversational approach, humour, and gentle wisdom, Maharaj Charan Singh explains fundamental spiritual truths through anecdotes and stories.
Format
Paperback, 232 Pages
Edition
2nd. 2006
ISBN
978-81-8466-129-3
Item Code
OR-015-0
$7.00 USD
including shipping
Approx. €6.48 EUR • £5.39 GBP
Please review our ordering & shipping information prior to purchase.
Other Language Editions