Sant Sandesh

Sant Sandesh

ସନ୍ଥ ସନ୍ଦେଶ

ଏହି ଛୋଟ ପୁସ୍ତକଟିରେ ସନ୍ଥମାନଙ୍କର ଶିକ୍ଷାକୁ ଭାରତର ଧାର୍ମିକ ବାତାବରଣ ଅନୁସାରେ ପ୍ରସ୍ତୁତ କରାଯାଇଛି। ଲେଖକ ଭଗବଦ୍ ଗୀତା, ଉପନିଷଦ, ଆଦିଗ୍ରନ୍ଥ, ଜୈନମତ ତଥା ଅନ୍ୟ ଧର୍ମଗ୍ରନ୍ଥଗୁଡିକରୁ ଉଦ୍ଧରଣ ଦେଇ ଦର୍ଶାଇଛନ୍ତି ଯେ ସେଗୁଡିକରେ ପ୍ରତିପାଦିତ ମୌଳିକ ଆଧ୍ୟାତ୍ମିକ ସିଦ୍ଧାନ୍ତଗୁଡିକ ସମାନ। ପୁସ୍ତକରେ ମାନବ ଜୀବନର ଉଦ୍ଦେଶ୍ୟ, ସଚ୍ଚା ନାମ, ଭଜନସ୍ମରଣର ଅଭ୍ୟାସ, ଜୀବନ୍ତ ସଦ୍‍ଗୁରୁ ତଥା ଧର୍ମ ଓ ନୈତିକତା ଉପରେ ଚର୍ଚ୍ଚା କରାଯାଇଛି।

This brief volume presents an overview of the teachings of the saints from an Indian religious perspective. The author draws on examples and quotations from the Bhagavad Gita, the Upanishads, the Adi Granth, Jain holy books, and other scriptures, revealing the many similarities in their fundamental mystic teachings. Included are discussions of the purpose of human life, the true Name, meditation, the living Master, and religion and ethics.

Format Paperback, 96 Pages
Edition 2nd, 2005
ISBN 978-93-89810-44-8
Item Code OR-030-0
$5.00 USD including shipping
Approx. €4.63 EUR • £3.85 GBP
Copies:
Please review our ordering & shipping information prior to purchase.
Sant Sandesh by Shanti Sethi
Other Language Editions