Sant Bhima Bhoi
ସନ୍ଥ ଭୀମଭୋଇ ସନ୍ଥ ଭୀମଭୋଇ (1850-1895) ଓଡିଶାର ଜଣେ ମହାନ୍ ସନ୍ଥ କବି ଥିଲେ। ତାଙ୍କର ଉପଦେଶଗୁଡିକରେ ଆଧ୍ୟାତ୍ମିକତାର ମୌଳିକ ସିଦ୍ଧାନ୍ତଗୁଡିକ ଉପରେ ଆଲୋକପାତ କରାଯାଇଛି। ତାଙ୍କର କାବ୍ୟରଚନାଗୁଡିକରେ ପରମାତ୍ମାଙ୍କର ପ୍ରାପ୍ତିର ସାଧନ, ଆଧ୍ୟାତ୍ମିକ ଗୁରୁଙ୍କର ମହତ୍ତ୍ଵ, କର୍ମସିଦ୍ଧାନ୍ତ, ବହିର୍ମୁଖୀ ଧାର୍ମିକ କ୍ରିୟାଗୁଡିକର ଅସାରତା ତଥା ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ଆଦି ବିଷୟଗୁଡିକ ଉପରେ ଚର୍ଚ୍ଚା କରାଯାଇଛି। ସନ୍ଥ ଭୀମଭୋଇ ଜାତି, ଧର୍ମ ଓ ସ୍ତ୍ରୀପୁରୁଷ ଆଦିର ଭେଦଭାବର ଉର୍ଦ୍ଧ୍ଵକୁ ଉଠିବା ପାଇଁ ପ୍ରେରଣା ଦେଇଛନ୍ତି। ଏହା ସଙ୍ଗେ ସଙ୍ଗେ ସେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତି ନିମନ୍ତେ ସଦାଚାରପୂର୍ଣ୍ଣ ଜୀବନଯାପନ କରିବା ପାଇଁ ମଧ୍ୟ ପ୍ରେରଣା ଦେଇଛନ୍ତି। Sant Bhima Bhoi (1850-1895) was a great poet-saint of Odisha. His teachings have focused on basic principles of spirituality. His poems speak of the way to realize God, the importance of a spiritual master, the law of karma, the futility of ritualistic practices and the purpose of human life. He urges us to rise above caste, creed and gender bias and follow a righteous way of life to gain spiritual awakening. Author: Prakash Chander Sahu & Niranjan MahantCategory: Mystic Tradition Format: Paperback, 172 Pages Edition: 1st, 2022 ISBN: 978-93-93426-93-2 RSSB: OR-274-0 Price: USD 6 including shipping. Estimated price: EUR 5.68, GBP 4.93 |